BREAKING
Loading...
:

ଗୁଜରାଟ ଟାଇଟନକୁ ହରାଇ ବାଙ୍ଗାଲୋର ଆଇପିଏଲ ଚାମ୍ପିଅନ

 ଗୁଜରାଟ ଟାଇଟନକୁ ହରାଇ ବାଙ୍ଗାଲୋର ଆଇପିଏଲ ଚାମ୍ପିଅନ 


(ବ୍ୟୁରୋ) ଟାଟା ଆଇପିଏଲର ଫାଇନାଲ ମ୍ୟାଚରେ ଗୁଜରାଟ ଟାଇଟନକୁ ହରାଇ ବାଙ୍ଗାଲୋର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୮ ଉଇକେଟ ହରାଇ ମାତ୍ର ୧୫୫ ରନ୍ ସଂଗ୍ରହ କରିଥିଲା । ଜବାବରେ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ବାଙ୍ଗାଲୋର ଏହି ମ୍ୟାଚଟିକୁ ଜିତି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି । ବାଙ୍ଗାଲୋର ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ବିରାଟ କୋହଲି ଗୋଟିଏ ପଟେ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ପୁଣିଥରେ ରନ୍ ଚେଞ୍ଜର ବୋଲି ନିଜକୁ ପ୍ରମାଣିତ କରିଛନ୍ତି । ଫଳରେ ବାଙ୍ଗାଲୋର ଲଗାତର ଭାବେ ୨୦୨୫ ଏବଂ ୨୦୨୬ ସିଜିନରେ ଏହି ଟ୍ରଫି ଜିତିବାର ସୈଭାଗ୍ୟ ଲାଭ କରିଛି । ଆରସିବି ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । କ୍ରିକେଟ ପ୍ରେମୀ ବାଣ ଫୁଟାଇ ଖୁସି ମନାଇଛନ୍ତି । 

ମଣିଭଦ୍ରା ଖବର 

Post a Comment

أحدث أقدم
Header ADS