ଗୋଟିଏ ଅଫିସ୍ରେ ୩ ବର୍ଷରୁ ଊର୍ଦ୍ଧ୍ବ ରହିଲେ ବଦଳି#
ରାଜସ୍ୱ କର୍ମଚାରୀଙ୍କ ବଦଳି ପ୍ରକ୍ରିୟା ଶୀଘ୍ର ସାରିବାକୁ ନିର୍ଦ୍ଦେଶ,
ବଦଳି ଓ ରୋଟେସନ୍ ପ୍ରକ୍ରିୟା ଶୀଘ୍ର ସାରିବାକୁ ସରକାରଙ୍କ ନିର୍ଦ୍ଦେଶ,
୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଗୋଟିଏ ଅଫିସ୍ରେ ରହିଲେ ବଦଳି ଅନିବାର୍ଯ୍ୟ,
ଜୁନ୍ ୧୫ ସୁଦ୍ଧା ବଦଳି ପ୍ରକ୍ରିୟା ସାରିବାକୁ ରାଜସ୍ୱ ସଚିବଙ୍କ ନିର୍ଦ୍ଦେଶ#
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق