BREAKING
Loading...
:

ଦୁର୍ଘଟଣା ରେ ଚାଲିଗଲା ଗୋଟେ ପରିବାର ର ଚାରି ଜୀବନ l

 କୋରାପୁଟ /ଦୁର୍ଘଟଣା ରେ ଚାଲିଗଲା ଗୋଟେ ପରିବାର ର ଚାରି ଜୀବନ l



ଭଣଜା ର ବ୍ରତ ଭୋଜି ଖାଇ ନବରଙ୍ଗପୁର ପୁର ଜିଲ୍ଲା ର  ଉମରକୋଟ ଅଞ୍ଚଳ ର ବଡ଼ି କୁମାରୀ ଗ୍ରାମ ରୁ ରାତ୍ର ସମୟରେ କୋରାପୁଟ ଭାରତ ମାଳା ରାସ୍ତା ରେ କାର ଯୋଗେ ଫେରୁଥିଲେ ଅରୁଣ କୁମାର ପଣ୍ଡା ବୟସ( 65) ଭାଇ ବଇଁଶୀ ଧର ପଣ୍ଡା ନାତି ଅlତୁତୋଷ ରଥ ବୟସ(10)ଓ ଭଣଜା  ସୁବ୍ରତ ଶତପଥୀ ବୟସ (35) ସମେତ ଅନ୍ୟ ସଦସ୍ୟ ଗଣ ହେଲେ ବାଟ ରେ ଛକି ଥିଲା ଯମ l ସାମ୍ନା ପଟରୁ ଆସୁଥିବା ଏକ କାର ସହ ସିଧା ସଳଖ ଧକ୍କା ହେଲା ଆଉ କ୍ଷଣିକ ମଧ୍ୟ୍ୟ ରେ ଚାଲିଗଲା ଏହି ଚାରିଜଣ ଙ୍କ ଜୀବନ ଦୀପ ଲିଭିଗଲା ବେଳେ ଅନ୍ୟ ଗୁରୁତର ଙ୍କୁ ନବରଙ୍ଗପୁର ଓ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ରହିଛି l ଗୋଟେ ପରିବାର ର ଚାରି ଜଣଙ୍କ ଅକାଳ ରେ ମୃତ୍ୟୁ ଘଟଣା ଜିଲ୍ଲା ରେ ଶୋକର ଛାୟା ଖେଳେଇ ଦେଇଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS