BREAKING
Loading...
:

ପେଟିଏମ୍‌ ପେମେଣ୍ଟସ୍ ବ୍ୟାଙ୍କ ଲାଇସେନ୍ସ ରଦ୍ଦ

 



ପେଟିଏମ୍‌ ପେମେଣ୍ଟସ୍ ବ୍ୟାଙ୍କ ଲାଇସେନ୍ସ ରଦ୍ଦ।

ପେଟିଏମ୍‌ ପେମେଣ୍ଟସ୍ ବ୍ୟାଙ୍କ ଲାଇସେନ୍ସ ରଦ୍ଦ କଲା RBI (ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ)। ଆଜିଠାରୁ ଲାଇସେନ୍ସ ରଦ୍ଦ ନେଇ ସୂଚନା ଜାରି କଲା RBI। ବ୍ୟାଙ୍କିଂ ରେଗୁଲେସନ୍ ଆକ୍ଟ, ୧୯୪୯ (BR ଆକ୍ଟ)ର ଧାରା ୨୨(୪) ଅନୁଯାୟୀ ରଦ୍ଦ। ବ୍ୟାଙ୍କକୁ ଉଚ୍ଛେଦ ପାଇଁ ହାଇକୋର୍ଟରେ ଆବେଦନ କରିବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS