BREAKING
Loading...
:

ସାମ୍ବାଦିକଙ୍କୁ ସୁରକ୍ଷା ଦାବିରେ ଅପ୍ରିଲ୍‌ ୨୯ରେ ରାଜ୍ୟବ୍ୟାପୀ ବିକ୍ଷୋଭ...*

 *ସାମ୍ବାଦିକଙ୍କୁ ସୁରକ୍ଷା ଦାବିରେ ଅପ୍ରିଲ୍‌ ୨୯ରେ ରାଜ୍ୟବ୍ୟାପୀ ବିକ୍ଷୋଭ...*



*ଭୁବନେଶ୍ବର:  ସ୍ବାସ୍ଥ୍ୟବୀମା, ୧୫ହଜାର ଟଙ୍କା ପେନ୍‌ସନ୍‌, ସାମ୍ବାଦିକ ସୁରକ୍ଷା ଆଇନ ଆଦି ରାଜ୍ୟର ସାମ୍ବାଦିକଙ୍କ ବୃତ୍ତିଗତ ସୁରକ୍ଷା ଦାବିରେ ଉତ୍କଳ ସାମ୍ବାଦିକ ସଂଘ (ୟୁଜେଏ) ଆସନ୍ତା ୨୯ ତାରିଖରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମଇ ୧ରେ କଳାବ୍ୟାଜ୍‌ ପିନ୍ଧି ରାଜ୍ୟ ସରକାରଙ୍କ ଅଣଦେଖା ନୀତି ବିରୋଧରେ ପ୍ରତିବାଦ କରିବ। ଏନେଇ ଅନୁଗୁଳରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର କର୍ମକର୍ତ୍ତା ସୂଚନା ଦେଇଛନ୍ତି। ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର କହିଛନ୍ତି, ଅନ୍ୟ ରାଜ୍ୟଗୁଡ଼ିକରେ ସାମ୍ବାଦିକଙ୍କ ସୁରକ୍ଷା ଯୋଗାଇ ଦେଉଥିବା ବେଳେ ଓଡ଼ିଶାରେ ଏଦିଗରେ ଅଣଦେଖା କରାଯାଉଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS