الصفحة الرئيسية ଭାରତ ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼ Debi Prasad Dash أبريل 24, 2026 0 *ଭାରତ ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼*ହର୍ମୁଜ ପ୍ରଣାଳୀରେ ଭାରତ ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼,ଦୁବାଇରୁ ଗୁଜରାଟର ମୁନ୍ଦ୍ରା ବନ୍ଦର ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼,ଗୁଳିମାଡ଼ ସହ ଜାହାଜକୁ ନିଜ କବ୍ଜାକୁ ନେଲା IRGC,ମୋଟ୍ ୩ଟି ମାଲବାହୀ ଜାହାଜ ଉପରେ ଗୁଳିମାଡ଼ କରିଛି ଇରାନ୍#
إرسال تعليق