ଗୋମାତା ଙ୍କୁ ସୁରକ୍ଷା ଓ ସମ୍ମାନ ଦୃଷ୍ଟିରୁ ଦସ୍ତଖତ ଅଭିଯାନ#
ବୌଦ୍ଧ ,ସର୍ବ ଭାରତୀୟ ସ୍ତରରେ ଗୋ-ମାତା ଙ୍କୁ ସେବା , ସୁରକ୍ଷା ଓ ସମ୍ମାନ ଦୃଷ୍ଟିରୁ ଦେଶର ୫୧୦୦ ତହସିଲ ରେ ଦସ୍ତଖତ ଅଭିଯାନ ଚାଲୁ ରହି, ମହାମହିମ ରାଷ୍ଟ୍ରପତି୍, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ, ହରଭଙ୍ଗl ତହସିଲ ର ତହସିଲଦାର ଶ୍ରୀ ବଳଦେବ ବେହେରା ଙ୍କୁ, ତ୍ରିଲୋଚନ ଦାସ ବାବା, ଟlକରl , ଖଦlଳ ବାନପ୍ରସ୍ତି , ଛତ୍ରଙ୍ଗ, ଓ ଧୂଳିଆ ବାବା, ରlମ୍ଭିକଟl ର ସହ, କୋକୋ ଭାଇ, ବବୁଲ ଭାଇ, ରବି ଭାଇ, ରାଜୁ ଭାଇ ଙ୍କ ସହ ମିଶି ଜ୍ଞାପନ ଦାଖଲ କରିଥିବାବେଳେ ବୌଦ୍ଧ, କଣ୍ଟାମାଳ ତହସିଲଦାର ଙ୍କୁ ମଧ୍ୟ ପ୍ରାର୍ଥନା ପତ୍ର ପ୍ରଦାନ କରାଯାଇଥିଲା l
ଗୋ- ମାତା ଙ୍କୁ ସେବା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ଗୋମାତା ଙ୍କ ଅନୁସନ୍ଧାନ ମୂଳକ ଗବେଷଣା କେନ୍ଦ୍ର କରା ଯିବା ସଙ୍ଗେ ସଙ୍ଗେ , ସେହି ଅନୁସାରେ ଅନୁଦାନ ର ବ୍ୟବସ୍ଥା ରଖାଯାଉ l
ଗୋ- ମାତା ଙ୍କୁ ସୁରକ୍ଷା ଦୃଷ୍ଟିରୁ,
ସଂପୂର୍ଣ୍ଣ ଭାରତ ରେ ଗୋହତ୍ୟା ବନ୍ଦ ହେଉ ଓ ଗୋହତ୍ୟାକlରୀ ଙ୍କୁ କଠୋର ରୁ କଠୋର ଦଣ୍ଡ ବିଧାନ କରାଯାଉ l
ଗୋମାତା ଙ୍କୁ ସୁରକ୍ଷା ଦିଆଗଲେ, ଗୋବର, ଗୋମୁତ୍ର, ଜୈବିକ ସାର, ଓ କୀଟନାଶକ ମାଟି କୁ ଉର୍ବର କରିବା ସାଙ୍ଗେ ସାଙ୍ଗେ , ଜୈବିକ କୃଷି କୁ ପ୍ରୋଛlହନ ଦେଇଥାଏ l
ସ୍ୱାସ୍ଥ୍ୟ ର ସୁରକ୍ଷା, ସଂସ୍କୃତି ସମ୍ମାନ ଦେବା ସାଙ୍ଗେ ସାଙ୍ଗେ ଅର୍ଥନୀତି ର ସୁଧୃଢ଼ତା ସୃଷ୍ଟି କରିଥାଏ l
ଗୋମାତା ଙ୍କୁ ସମ୍ମାନ ଦୃଷ୍ଟିରୁ,
ଗୋ- ମାତା ଙ୍କୁ ରାଷ୍ଟ୍ରମାତା ରୂପେ ଘୋଷଣା କରା ଯାଉ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق