BREAKING
Loading...
:

ପୁଣି ଥରେ ଫେରିଲା କାଠ ଚୁଲି

 



କୋରାପୁଟ /

ପୁଣି ଥରେ ଫେରିଲା କାଠ ଚୁଲି l  

କୁହାଯାଏ ଓର୍ଲଡ ଇଜ ଗୋଲଡ଼ ଅର୍ଥତ ଯେତେହେଲେ ବି ପୁରୁଣା ହେଉଛି ନୂଆ ଆଉ ଏବେ ପୁଣିଥରେ ସେ ପୁରୁଣା ଦିନ ଫେରିବାକୁ ଗଲାଣି କହିବାର ବାହୁଲ୍ୟ ଏହିକିଯେ ଏବେ ମଧ୍ୟପ୍ରାଚ୍ୟ ଯୁଦ୍ଧ ର ପ୍ରଭାବ ଏମିତି ହେଲାଣି ଯେ ତାହା ସିଧା ସିଧା ଘରଣୀ ର handi ଶାଳ ରେ ପଡ଼ିଲାଣି ଅର୍ଥାତ ଏବେ ରନ୍ଧନ ପାଇଁ ଗ୍ୟାସ ଆଉ ଆଗପରି ମିଳୁନି ଆଉ ସେଥିପାଇଁ ଏବେ ଘର ଠୁ ଆରମ୍ଭ କରି   ସବୁଠି ଏବେ ପୁଣିଥରେ କାଠ ଚୁଲା ର ରୋଷଇ ଆରମ୍ଭ ହେଲାଣି l କେବଳ ସେତିକି ନୁହଁ ଆଗାମୀ ଦିନ ରେ ପୁଣିଥରେ ଏହି କାଠ ଚୁଲା ଆଧୁନିକତା ର ସେ ଗ୍ୟାସ ଚୁଲା ର ସ୍ଥାନ ପୁଣି ଥରେ ନେବ l ଆଉ ଏହି କାଠ ଚୁଲା ର ରୋଷଇ ଆଗପରି ସୁସ୍ୱାଦୁ ବୋଲି ରୋଷଇ କରୁଥିବା ସାଧାରଣ ଲୋକଙ୍କ ମତ ଅନ୍ୟ ପଟେ ଦେଖିବାକୁ ଗଲେ ଏହି ଅବ୍ୟବସ୍ଥା ଆଉ କେତେଦିନ ଲାଗିବ ବୋଲି ସାଧାରଣ ପ୍ରଶ୍ନ ଉଠୁଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS