BREAKING
Loading...
:

ଅଙ୍ଗନୱାଡି ସହାୟିକାଙ୍କୁ ଭେଟିଲା କଂଗ୍ରେସ

 ଅଙ୍ଗନୱାଡି ସହାୟିକାଙ୍କୁ ଭେଟିଲା କଂଗ୍ରେସ



ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆପଡ଼ା ପଞ୍ଚାୟତର ପଲସାପଡା ଅଙ୍ଗନୱାଡି କେନ୍ଦ୍ରରେ ଜଣେ ଏସସି ମହିଳାଙ୍କୁ ଅଙ୍ଗନଓ୍ବାଡି ସହାୟିକା ଭାବେ ନିଯୁକ୍ତ କରାଯିବା ପରେ ଗ୍ରାମବାସୀ ତାଙ୍କୁ ବିରୋଧ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ସହାୟିକାଙ୍କୁ ଅଛୁଆଁ ଜାତି ବୋଲି କହି ପିଲାମାନଙ୍କୁ ଅଙ୍ଗନୱାଡି କେନ୍ଦ୍ରକୁ ନପ‌ଠାଇବା ସହ ଶୁଖୁଲା ଖାଦ୍ୟ ମଧ୍ୟ ଗ୍ରହଣ କରିନାହାନ୍ତି। ଏନେଇ ବ୍ଲକ ପ୍ରଶାସନ, ବିଡିଓ, ସିଡିପିଓ ଓ ପୋଲିସ ଅଧିକାରୀମାନେ ଗ୍ରାମକୁ ପହଞ୍ଚି ବୁଝାସୁଝା କରିବା ପରେ ମଧ୍ୟ ବୁଝୁ ନଥିବାରୁ ସହାୟିକା ସିନାପାଲି ଥାନାର ଦ୍ବାରସ୍ଥ ହୋଇଛନ୍ତି । ଗ୍ରାମର ୨୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ସେ ଏହି ସମସ୍ୟାସମ୍ପର୍କରେ ନୂଆପଡା ମଧୂସୂଦନ ମଧ୍ ଦାସଙ୍କୁ କ କରାଇଛନ୍ତି । ଜିଲ୍ଲାପାଳ ପାଳ ଅବଗତଟଣାଟି ରାଜ୍ୟ ବ୍ୟସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ । ବେଳେ ଖଡିଆଳ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରାର୍ଥୀ କମଲ ଚରଣ ତାଣ୍ଡି ଙ୍କ ନେତୃତ୍ବରେ ଏକ କ କଂଗ୍ରେସ ଟିମ

ସହାୟିକାଙ୍କୁ ଭେଟି ଆଲୋଚନା କରିଛନ୍ତି । ଶ୍ରୀ ତାଣ୍ଡି ଜିଲ୍ଲାପାଳଙ୍କ ସହିତ ଫୋନରେ କ‌ଥା ହୋଇ ଶୀଘ୍ର ସମାଧାନ ଦାବି କରିଛନ୍ତି । ଜିଲ୍ଲାପାଳ ମଧ୍ୟ ଘଟଣାର ଶୀଘ୍ର ସମାଧାନ ହେବ ବୋଲି ଆଶ୍ବାସନା ଦେଇଛନ୍ତି। ଅନ୍ୟପକ୍ଷେ ପ୍ରଶାସନ ଯଥାଶୀଘ୍ର ପଦକ୍ଷେପ ନ ନେଲେ ଜିଲ୍ଲାପାଳକାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସ ଦଳ ଧାରଣା ଦେବ ବୋଲି ଶ୍ରୀତାଣ୍ଡି କହିଛନ୍ତି। ବର୍ତ୍ତମାନ ଘଟଣାକୁନେଇଜିଲ୍ଲାପ୍ରଶାସନରକାର୍ଯ୍ୟପଦ୍ଧତି ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲାପାଳ ତୁରନ୍ତ ଦୃଷ୍ଟିଦେଇ ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS