BREAKING
Loading...
:

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଗିରଫ

 



ଗଂଜାମ ଜିଲ୍ଲା ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜ୍ ନିକଟରେ 

ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 5 ଜଣକ ମୃତ୍ୟୁ ଘଟଣା । ଟ୍ରକ ଡ୍ରାଇଭରକୁ ଗିରଫ କଲା ବ୍ରହ୍ମପୁର ଟ୍ରାଫିକ ଥାନା ପୋଲିସ l ଗିରଫ ଅଭିଯୁକ୍ତ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆପଲ୍ଲୀ ଗ୍ରାମର ପ୍ରଦୀପ ଯାନୀ । ପ୍ରଦୀପ ନାଁରେ ପୂର୍ବରୁ କବିସୂର୍ଯ୍ୟନଗର ଥାନାରେ ହତ୍ୟା ଉଦ୍ୟମ, ନିମଖଣ୍ଡି ଥାନାରେ ଦୁଷ୍କର୍ମ ମାମଲା ଓ ଦିଗପହଣ୍ଡି ଥାନାରେ ବେପରୁଆ ଗାଡି ଚାଳନ ଯୋଗୁ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମାମଲା ରହିଛି ସୁଚନା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS