BREAKING
Loading...
:

କିନ୍ନର ହତ୍ୟା ଅଭିଯୁକ୍ତକୁ ଏନ୍‌କାଉଣ୍ଟର-

 



କିନ୍ନର ହତ୍ୟା ଅଭିଯୁକ୍ତକୁ ଏନ୍‌କାଉଣ୍ଟର-

କିନ୍ନର ହତ୍ୟା ଅଭିଯୁକ୍ତକୁ ପିପିଲି ପୋଲିସର ଏନ୍‌କାଉଣ୍ଟର*

କିନ୍ନର ଅଞ୍ଜଳି ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତକୁ ଏନ୍‌କାଉଣ୍ଟର

ପିପିଲି ବାଇପାସ୍ ପେଟ୍ରୋଲ ପମ୍ପ ନିକଟରେ ଏନ୍‌କାଉଣ୍ଟର ଅଭିଯୁକ୍ତ କୋଣାର୍କ ଅଞ୍ଚଳର ହୋଇଥିବା ବେଳେ ଖସିପଳାଉଥିଲା ,

ପିଛା କରିବା ବେଳେ ପୋଲିସକୁ ଗୁଳି କରିବାରୁ ଏନ୍‌କାଉଣ୍ଟର ଗୁରୁତର ଅଭିଯୁକ୍ତକୁ କ୍ୟାପିଟାଲ ହସ୍ପିଟାଲ ନେଲା ପୋଲିସ*

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS