BREAKING
Loading...
:

କଟକ ଜିଲ୍ଲାପାଳ ଙ୍କ ନାମ ରେ ରାଜ୍ୟସଭା ରେ ତଦନ୍ତ ଦାବି କଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

 



କଟକ ଜିଲ୍ଲାପାଳ ଙ୍କ ନାମ ରେ ରାଜ୍ୟସଭା ରେ ତଦନ୍ତ ଦାବି କଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ।*

*ନେତାଜୀ ଜୟନ୍ତୀରେ ଉପରାଷ୍ଟ୍ରପତି କଟକ ଆସିଥିବା ବେଳେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ କାଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନଥିଲା। ତେଣୁ ଏହାକୁ ସେ ବିରୋଧ କରି ରାଜ୍ୟସଭାରେ ପ୍ରସଙ୍ଗ ଉଠାଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS