କଟକ ଜିଲ୍ଲାପାଳ ଙ୍କ ନାମ ରେ ରାଜ୍ୟସଭା ରେ ତଦନ୍ତ ଦାବି କଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ।*
*ନେତାଜୀ ଜୟନ୍ତୀରେ ଉପରାଷ୍ଟ୍ରପତି କଟକ ଆସିଥିବା ବେଳେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ କାଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନଥିଲା। ତେଣୁ ଏହାକୁ ସେ ବିରୋଧ କରି ରାଜ୍ୟସଭାରେ ପ୍ରସଙ୍ଗ ଉଠାଇଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق