BREAKING
Loading...
:

ବାଲି ମାଫିଆଙ୍କୁ ନାହିଁ ନିସ୍ତାର

 



*ବାଲି ମାଫିଆଙ୍କୁ ନାହିଁ ନିସ୍ତାର* --

*ଆକ୍ସନ ମୋଡରେ ମୋହନ ସରକାର*!

*ଗତ ପାଞ୍ଚ ବର୍ଷ ଭିତରେ 11223 ବେଆଇନ ବାଲି ଖନନ ଉପରେ ଚଢ଼ାଉ ହୋଇଛି*!

*10405 ମୋଟର ଯାନ ଜବତ କରାଯାଇଛି l* 

*1101 ବ୍ୟକ୍ତିଙ୍କୁ ଗିରଫ କରାଯାଇଛି*!

*64 କୋଟି 4 ଲକ୍ଷ 66 ହଜାର 107 ଜରିମାନା ଆଦାୟ କରାଯାଇଛି l*

*ଗତ ପାଞ୍ଚ ବର୍ଷରେ ଲଘୁ ଖଣିଜ ଦ୍ରବ୍ୟରୁ 535 କୋଟି 32 ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହୋଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS