BREAKING
Loading...
:

ମାର୍ଚ୍ଚ ୧୬ରେ ରାଜ୍ୟସଭା_ନିର୍ବାଚନ

 *ମାର୍ଚ୍ଚ ୧୬ରେ ରାଜ୍ୟସଭା_ନିର୍ବାଚନ*



ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ-

ଫେବୃଆରୀ ୨୬ରେ ପ୍ରକାଶ ପାଇବ ବିଜ୍ଞପ୍ତି*

ମାର୍ଚ୍ଚ ୫ ନାମାଙ୍କନର ଶେଷ ତାରିଖ!

ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ!

ଓଡ଼ିଶାର ୪ ଆସନ ପାଇଁ ଭୋଟ ଗ୍ରହଣ ହେବ!

୧୦ ରାଜ୍ୟର ୩୭ ଆସନରେ ହେବ ନିର୍ବାଚନ

ନିର୍ବାଚନ ତାରିଖ ନେଇ ପ୍ରେସ୍‌ ନୋଟ୍‌ ଜାରି କଲା ECI*

ସକାଳ ୯ରୁ ଅପରାହ୍ଣ ୪ଟା ଯାଏ ଭୋଟ ଗ୍ରହଣ!

ଅପରାହ୍ଣ ୫ଟାରୁ ଆରମ୍ଭ ହେବ ଭୋଟ ଗଣତି!

ଏପ୍ରିଲ ୨ରେ ସରୁଛି ୪ ସାଂସଦଙ୍କ କାର୍ଯ୍ୟକାଳ!

ମମତା ମହନ୍ତ, ମୁନ୍ନା ଖାଁଙ୍କର କାର୍ଯ୍ୟକାଳ ସରୁଛି !

ସୁଜିତ କୁମାର ଓ ନିରଞ୍ଜନ ବିଶିଙ୍କର ସରୁଛି କାର୍ଯ୍ୟକାଳ

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS