BREAKING
Loading...
:

ହୋଟେଲ୍‌ ରୁମ୍‌ରୁ ମିଳିଲା ଇଂଜିନିୟରିଂ ଛାତ୍ରଙ୍କ ମୃତଦେହ*

 



ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା--

ହୋଟେଲ୍‌ ରୁମ୍‌ରୁ ମିଳିଲା ଇଂଜିନିୟରିଂ ଛାତ୍ରଙ୍କ ମୃତଦେହ*

ମୃତ ଇଂଜିନିୟରିଂ ଛାତ୍ର ହେଲେ ବିବୁନା ପ୍ରଧାନ,

ବାନ୍ଧବୀଙ୍କ ସହ ହୋଟେଲରେ ଥିଲେ ବିବୁନା,

ବିବୁନାଙ୍କୁ ହତ୍ୟା କରାଯାଇଥିବା ପରିବାରର ଅଭିଯୋଗ!

ଏୟାରଫିଲ୍ଡ ଥାନା ପୋଲିସର ତଦନ୍ତ ଜାରି!

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS