ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା--
ହୋଟେଲ୍ ରୁମ୍ରୁ ମିଳିଲା ଇଂଜିନିୟରିଂ ଛାତ୍ରଙ୍କ ମୃତଦେହ*
ମୃତ ଇଂଜିନିୟରିଂ ଛାତ୍ର ହେଲେ ବିବୁନା ପ୍ରଧାନ,
ବାନ୍ଧବୀଙ୍କ ସହ ହୋଟେଲରେ ଥିଲେ ବିବୁନା,
ବିବୁନାଙ୍କୁ ହତ୍ୟା କରାଯାଇଥିବା ପରିବାରର ଅଭିଯୋଗ!
ଏୟାରଫିଲ୍ଡ ଥାନା ପୋଲିସର ତଦନ୍ତ ଜାରି!
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment