BREAKING
Loading...
:

ଭୁବନେଶ୍ବର ପିଏମ୍‌ଜିରେ ଗର୍ଜିଲେ ଠିକାଦାର




 ଭୁବନେଶ୍ବର ପିଏମ୍‌ଜିରେ ଗର୍ଜିଲେ ଠିକାଦାର*

୮ ଦଫା ଦାବି ନେଇ ଠିକାଦାରଙ୍କ ଆନ୍ଦୋଳନ!

ରାଜ୍ୟରେ ବନ୍ଦ କଲେ ସମସ୍ତ ସରକାରୀ କାର୍ଯ୍ୟ

ରାସ୍ତାକୁ ଓହ୍ଲାଇଲେ ୭୦ ହଜାରରୁ ଅଧିକ ଠିକାଦାର,

ପୂର୍ତ୍ତ ବିଭାଗର ସରକୁଲାର ରଦ୍ଦ ପାଇଁ ଠିକାଦାରଙ୍କ ଦାବି #

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS