BREAKING
Loading...
:

ଖଡାସିଙ୍ଗ୍ ରେଳ ଧାରଣାରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର*

 *ଖଡାସିଙ୍ଗ୍ ରେଳ ଧାରଣାରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର*



ଖଡାସିଙ୍ଗ୍ ରେଳଧାରଣାରୁ ଜଣେ ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରିଛି ପୁଲିସ। ମୃତ ମହିଳା ଜଣଙ୍କ ହେଲେ ଗଜପତି ନଗର ତୃତୀୟ ଲାଇନର ରାଜଲକ୍ଷ୍ମୀ ସାହୁ ଓରଫ ପିଙ୍କି (୫୦)। ରାଜଲକ୍ଷ୍ମୀ ଏମକେସିଜି ମେଡ଼ିକାଲରେ attendant ଭାବେ କାର୍ଯ୍ୟ କରୁଥିଲେ । ରାଜଲକ୍ଷ୍ମୀଙ୍କ ମୃତ ଦେହ ନିକଟରୁ ଗୁରୁତର ଅବସ୍ଥାରେ ଜଣେ ଯୁବକକୁ ଉଦ୍ଧାର କରା ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ଜଣକ ବାବୁଲା ଜେନା ବୋଲି ଜଣାପଡ଼ିଛି ।  ବାବୁଲା ଓ ରାଜଲକ୍ଷ୍ମୀ ଦୁହେଁ ବନ୍ଧୁ ବୋଲି ସୂଚନା ରହିଛି। ଘଟଣା ସ୍ଥଳରେ ବୈଦ୍ୟନାଥପୁର ଥାନା ଏବଂ ଜିଆରପି ଥାନା ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ମହିଳାଙ୍କ ମୃତ୍ୟୁର କାରଣ ଏଯାବତ ସ୍ପଷ୍ଟ ଜଣାପଡ଼ି ନାହିଁ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS