BREAKING
Loading...
:

ଦଣ୍ଡ ଯାତ୍ରାରେ ସାପ ବ୍ୟବହାର ମନା

 *ଦଣ୍ଡ ଯାତ୍ରାରେ ସାପ ବ୍ୟବହାର ମନା...*



*ଆଗକୁ ଦଣ୍ଡଯାତ୍ରା ଥିବାରୁ ସବୁ ଡିଏଫ୍‌ଓଙ୍କୁ ବ୍ରହ୍ମପୁର RCCFଙ୍କ ଚିଠି*!

*ଦଣ୍ଡଯାତ୍ରା ବେଳେ ସାପ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି*!

*ନିୟମ ଉଲଂଘନ କରି ସାପ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ*!

*ମଞ୍ଚରେ ନାଟକ ପରିବେଷଣ ବେଳେ କିଛି କଳାକାର ସାପ ବ୍ୟବହାର କରୁଛନ୍ତି*!

*କଡ଼ା ନଜର ରଖିବା ସହ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆକ୍ସନ ନିର୍ଦ୍ଦେଶ*!

*ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ**

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS