BREAKING
Loading...
:

ଶ୍ରୀରାମପୁର ଆର୍‌ଆଇଙ୍କୁ ବାଲି ମାଫିଆଙ୍କ ଆକ୍ରମଣ-

 



ଜଳେଶ୍ୱର: ଶ୍ରୀରାମପୁର ଆର୍‌ଆଇଙ୍କୁ ବାଲି ମାଫିଆଙ୍କ ଆକ୍ରମଣ-

ଆର୍‌ଆଇ ସରୋଜିନୀ ଟୁଡୁଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଅଭିଯୋଗ*

ବାଲିଆପାଳ ଥାନା ସୁବର୍ଣ୍ଣରେଖା ନଦୀ ପାଳପଡ଼ାରେ ଆକ୍ରମଣ-

ବେଆଇନ ବାଲି ଉତ୍ତୋଳନ ରୋକିବାକୁ ଚଢ଼ାଉ ବେଳେ ଆକ୍ରମଣ,

ମାଫିଆଙ୍କ ବିରୋଧରେ ଆକ୍ସନ୍ ଦାବିରେ ଥାନାରେ ତହସିଲଦାରଙ୍କ ଏତଲା*

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS