BREAKING
Loading...
:

ପୀତବାସ ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ

 *ବିଜେଡିକୁ ବଦନାମ୍ କରିବା ଓ ମୋତେ ବଦନାମ୍ କରିବା ପାଇଁ ଷଡ଼ଯନ୍ତ୍ର କରି ଏହି ହତ୍ୟା କେସରେ ଫଶାଯାଇଛି ; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା*



--- *ପୀତବାସ ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ*


ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁହଁ ଖୋଲିଲେ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା । ବିଜେଡ଼ିକୁ ବଦନାମ କରିବା ସହ ମୋତେ ବଦନାମ କରିବାକୁ ଷଡ଼ଯନ୍ତ୍ର କରି ଏହି ହତ୍ୟା କେସରେ ଫଶାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିକ୍ରମ ।  ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ଚିକିତ୍ସା ପାଇଁ ଆସିଥିବା ବିକ୍ରମ ଗଣମାଧ୍ୟ୍ୟମକୁ ସୂଚନା ଦେଇଛନ୍ତି ଯେ ତାଙ୍କର ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ ଭରସା ରହିଛି ମୋତେ ଉଚିତ ନ୍ୟାୟ ମିଳିବ । ସେ ସମ୍ପୂର୍ଣ୍ଣ ନିର୍ଦୋଷ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS