BREAKING
Loading...
:

ଲାଞ୍ଚ ନେଇ ଧରାପଡ଼ିଲେ କଖଡ଼ି RI ଜାନକୀ ରଂଜନ ମଲ୍ଲିକ

 



ଲାଞ୍ଚ ନେଇ ଧରାପଡ଼ିଲେ କଖଡ଼ି RI ଜାନକୀ ରଂଜନ ମଲ୍ଲିକ

କଟକ ସଦର ତହସିଲ୍ କଖଡ଼ି ସର୍କଲ RI ଜାନକୀ ରଂଜନ ମଲ୍ଲିକ

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍

ଜମିଜମା ମାମଲାର ମ୍ୟୁଟେସନ୍‌ ଓ ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ

-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ RIଙ୍କର ୩ଟି ସ୍ଥାନରେ ରେଡ୍‌

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS