ଚିକିଟି ଠାରେ ଗୋ ଚାଲାଣ ଗାଡ଼ି ଜବତ। ଦୁଇ ଷଣ୍ଢ ଙ୍କ ସହ ଗାଈ ଓ ବଳଦ ମିଶି ପନ୍ଦର ଗୋଟି ଜନ୍ତୁ ପିକପ୍ ଗାଡ଼ି ଯୋଗେ ଚାଲାଣ ହେଉଥିଲା। ସ୍ଥାନୀୟ ଯୁବକ ଓ RSS କାର୍ଯ୍ୟକର୍ତ୍ତା ମାନେ ଗାଡ଼ିକୁ ଅଟକାଇ ପୋଲିସ କୁ ଖବର ଦେଇଥିଲେ। ଗୋରୁ ଗୁଡ଼ିକୁ ଗୋଶାଳା କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଥିରେ ଅଣ ନିଶ୍ବାସୀ ହୋଇ ଦୁଇ ଗୋରୁ ମୃତ ବରଣ କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق