BREAKING
Loading...
:

ବ୍ରହ୍ମପୁରରେ ଛାତିଥରା ଦୁର୍ଘଟଣା : ୩ ବାଇକ୍ ଉପରେ ଚଢିଗଲା ଟ୍ରକ୍, ଚାଲିଗଲା ୫ ଜୀବନ

 



*ବ୍ରହ୍ମପୁରରେ ଛାତିଥରା ଦୁର୍ଘଟଣା : ୩ ବାଇକ୍ ଉପରେ ଚଢିଗଲା ଟ୍ରକ୍, ଚାଲିଗଲା ୫ ଜୀବନ*

ବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣା। ରଙ୍ଗ ସାଇଟ୍‌ ରେ ଆସି ସିରିଜି ଦୁର୍ଘଟଣା ଘଟାଇଲା ଟ୍ରକ୍। ଚାଲିଗଲା ୫ ଜୀବନ...

  

*ବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣା। ରଙ୍ଗ ସାଇଡ୍ ରେ ଆସି ସିରିଜି ଦୁର୍ଘଟଣା ଘଟାଇଲା ଟ୍ରକ୍। ହଳଦିଆପଦର ଓଭରବ୍ରିଜରେ ୩ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍‌। ଘଟଣାସ୍ଥଳରେ ଚାଲିଗଲା ୫ ବାଇକ୍ ଆରୋହୀଙ୍କ ଜୀବନ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର୍ ଗାଡି ଛାଡ଼ି ଚମ୍ପଟ୍ ମାରିଥିଲା। ପୁଲିସ କାବୁ କରିବାରେ ସଫଳ ହୋଇଛି। ଦକ୍ଷିଣାଞ୍ଚଳ ଆଇଜି ପହଞ୍ଚି ସ୍ଥିତି ପରଖିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS