BREAKING
Loading...
:

ନ୍ୟୁଜିଲାଣ୍ଡକୁ ହରାଇ ଭାରତ ବିଜୟୀ

 ନ୍ୟୁଜିଲାଣ୍ଡକୁ ହରାଇ ଭାରତ ବିଜୟୀ 



ବ୍ୟୁରୋ (ମଣିଭଦ୍ରା ଖବର) ଭାରତ - ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ବିଜୟ ଲାଭ କରି ୧-୦ରେ ଅଗ୍ରଣୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୩୦୦ ରନ୍ ସଂଗ୍ରହ କରିଥିଲା । ଜବାବରେ ବିରାଟ କୋହଲିଙ୍କ ୯୩ ରନ୍ ବଳରେ ଭାରତ ୪୯ ଓଭରରେ ୩୦୬ ରନ୍ କରି ବିଜୟ ଲାଭ କରିଥିବା ଜଣାପଡିଛି । ତେବେ ବିରାଟ କୋହଲି ଆଉ ଗୋଟିଏ ଶତକରୁ ବଞ୍ଚିତ ହୋଇଛନ୍ତି । ୧୪ ତାରିଖରେ ଦ୍ବିତୀୟ ଦିନିକିଆ ଖେଳାଯିବ ବୋଲି ଜଣାପଡିଛି । 


ମଣିଭଦ୍ରା ଖବର

Post a Comment

أحدث أقدم
Header ADS