BREAKING
Loading...
:

ପ୍ରଥମ ଟି-ଟ୍ବେଣ୍ଟିରେ ଭାରତ ବିଜୟୀ

 ପ୍ରଥମ ଟି-ଟ୍ବେଣ୍ଟିରେ ଭାରତ ବିଜୟୀ 


ବ୍ୟୁରୋ (ମଣିଭଦ୍ରା ଖବର) ନାଗପୁର ଠାରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ଯରେ ଆରମ୍ଭ ହୋଇଥିବା ୫ଟିକିଆ ଟି-ଟ୍ବେଣ୍ଟି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ଜଣାପଡିଛି । ନ୍ୟୁଜିଲାଣ୍ଡ ପ୍ରଥମେ ଟସ୍ ଜିତି ଫିଲଡି° କରିବାକୁ ନିଷ୍ପତି ନେଇଥିଲା । ଭାରତ ଅଭିଷେକ ଶର୍ମାଙ୍କ ୮୪ ରନ୍ ଏବଂ ରିଙ୍କୁ ସିଂଙ୍କ ୪୪ ରନ୍ ବଳରେ ୨୩୮ ରନ୍ ସଂଗ୍ରହ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ୨୦ ଔଷଧରେ ୭ ଉଇକେଟ ହରାଇ ୧୯୦ ରନ୍ କରି ମ୍ୟାଚଟିକୁ ହାରି ଯାଇଥିଲା । ଭାରତ ପ୍ରଥମ ମ୍ୟାଚରେ ବିଜୟ ଲାଭ କରି ୧-୦ରେ ଅଗ୍ରଣୀ ଲାଭ କରିଥିବା ଜଣାପଡିଛି । 

ମଣିଭଦ୍ରା ଖବର

Post a Comment

أحدث أقدم
Header ADS