ଲୋକଙ୍କୁ ପାଣି ନ ମିଳିଲେ ଅଧିକାରୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ
ନିର୍ଦ୍ଧାରିତ ସମୟରେ ଲୋକଙ୍କ ପାଖରେ ପାନୀୟ ଜଳ ନ ପହଁଚିଲେ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ବିଭିନ୍ନ ଏଜେନ୍ସି ଉପରେ ସରକାର ଆକ୍ସନ ନେଉଥିଲେ ବର୍ତ୍ତମାନ ଅଧିକାରୀ ଙ୍କ ଉପରେ ବି ଆକ୍ସନ ହେବ ବୋଲି ନିଷ୍ପତ୍ତି ହୋଇଛି । ଆମର ଲକ୍ଷ୍ୟ ସୁଦ୍ଧା ସମସ୍ତଙ୍କ ପାଖରେ ପାନୀୟ ଜଳ ପହଞ୍ଚାଇବା ।
ସେଥିରେ ଯିଏ ବି ବାଧକ ସାଜିବ ବା କାର୍ଯ୍ୟରେ ଅବହେଳା କରିବ ତା ଉପରେ ଆକ୍ସନ ନିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment