BREAKING
Loading...
:

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି – SC/ST ଆକ୍ଟ କେବଳ ଗାଳି ଦେବା ଦ୍ୱାରା ଲାଗୁ ହେବ ନାହିଁ,

 



ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି –

SC/ST ଆକ୍ଟ କେବଳ ଗାଳି ଦେବା ଦ୍ୱାରା ଲାଗୁ ହେବ ନାହିଁ, ଏଥିପାଇଁ ଉଦ୍ଦେଶ୍ୟ ପ୍ରମାଣ କରିବା ଅତ୍ୟନ୍ତ ଜରୁରୀ।


ଅଦାଲତ SC/ST ଆକ୍ଟର ଧାରା 3(1) ର ପ୍ରାବଧାନଗୁଡ଼ିକୁ ଦୋହରାଇ କହିଛନ୍ତି ଯେ, କେବଳ ଭୁଲ୍ ଶବ୍ଦର ବ୍ୟବହାର ଦ୍ୱାରା ଅପରାଧ ଗଠିତ ହୁଏ ନାହିଁ, ଯେପର୍ଯ୍ୟନ୍ତ ଅପମାନର ଉଦ୍ଦେଶ୍ୟ ଜାତିଗତ ନ ହୋଇଛି।


ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି..

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS