BREAKING
Loading...
:

ଦ୍ବିତୀୟ ଟି-ଟ୍ବେଣ୍ଟିରେ ଭାରତର ବିପୁଳ ବିଜୟ

 ଦ୍ବିତୀୟ ଟି-ଟ୍ବେଣ୍ଟିରେ ଭାରତର ବିପୁଳ ବିଜୟ



ବ୍ୟୁରୋ (ମଣିଭଦ୍ରା ଖବର) ରାୟପୁର ଠାରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ଯରେ ଚାଲିଥିବା ୫ଟିକିଆ ଟି-ଟ୍ବେଣ୍ଟି ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ଜଣାପଡିଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୨୦୮ ରନ୍ ସଂଗ୍ରହ କରି ଥିଲା । ଜବାବରେ ଭାରତ ଇଶାନ କିଷାନଙ୍କ ଧୁଆଁଧାର ୭୬ ରନ୍ ଏବଂ  ସୂର୍ଯ୍ୟ କୁମାର ଯାଦବଙ୍କ ଅଧିନାୟକ ଇନିଙ୍ଗସ ୮୨ ରନ ବଳରେ ମାତ୍ର ୧୫.୦୨ ଓଭରରେ ୨୦୯ ରନ୍ ସଂଗ୍ରହ କରି ମ୍ୟାଚଟିକୁ ଜିତି ନେଇଛି । ଭାରତ ଦ୍ବିତୀୟ ମ୍ୟାଚରେ ବିଜୟ ଲାଭ କରି ୨-୦ରେ ସିରିଜରେ ଅଗ୍ରଣୀ ଲାଭ କରିଥିବା ଜଣାପଡିଛି । 

ମଣିଭଦ୍ରା ଖବର

Post a Comment

Previous Post Next Post
Header ADS