BREAKING
Loading...
:

ଚ଼ାଷୀ ସମୃଦ୍ଧିର ନୂଆ ଦିଗଦର୍ଶନ,ଚ଼ାନ୍ଦପୁରରେ ଉଦ୍ୟାନ କୃଷି କର୍ମଶାଳା ।

 ଚ଼ାଷୀ ସମୃଦ୍ଧିର ନୂଆ ଦିଗଦର୍ଶନ,ଚ଼ାନ୍ଦପୁରରେ ଉଦ୍ୟାନ କୃଷି କର୍ମଶାଳା ।




ଚ଼ାନ୍ଦପୁର ଗଞ୍ଜାମ

ଆଜି  ମଙ୍ଗଳବାର ଦିନ ଚିକିଟୀ ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଦକ୍ଷ୍ୟତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ତରଫରୁ ବ୍ଲକସ୍ତରୀସ ଉଦ୍ୟାନ କୃଷି କର୍ମଶାଳା ଆୟୋଜିତ ହୋଇଯାଇଛି'

ଉଦ୍ୟାନ କୃଷି ଅଧୀ ଦର୍ଶକ ଶ୍ରୀ ନବୀନ କାର୍ଜିଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତହୋଇଛି.ଏହି କାର୍ଯ୍ୟକର୍ମରେ ନୂଆପଡ଼ା ପ୍ରାଣୀ ଚିକିତ୍ସ କଡ଼ାକ୍ତର ସୌମିକ ସ୍ୱାଇଁ, ଚିକିଟୀଏଏଚଓ ଶ୍ରୀମତୀ ମିନକ୍ଷୀ ଦେଶମାଝୀ ସହ ଚାନ୍ଦପୁରସରପଞ୍ଚ ପ୍ରତିନିଧି ମଞ୍ଚାସିନଥିଲେ, ଅତିଥିମାନେ ସରକାର ଦ୍ଵାରା ପ୍ରଣିତ ବିଭିନ୍ନ ଯୋଜନାର ଲାଭ କିପରି କୃଷକମାନେ ସରଳ ଓ ପ୍ରତ୍ୟକ୍ଷଭାବେ ପାଇପାରିବେ ସେଥିପାଇଁ ବିସ୍ତୃତ ଆଲୋଚନା କରିଥିଲେ କର୍ମଶାଳାରେ ଉଦ୍ୟାନ କୃଷି ଅଧିଦର୍ଶକ ଶ୍ରୀକାର୍ଯିଛତୁଚାଷ, ଫୁଲ ଚାଷ, ପନିପରିବି ଚାଷ, ଆଳୁ,ପିଆଜ, ଧନିଆଚାଷ.ମହୁଚାଷ, ଜିଆ କୁଣ୍ଡଚାଷ, ବୁନ୍ଧା ଜଳସେଚନ ପ୍ରଣାଳୀ ଭଳି ଉଦ୍ୟାନ କୃଷି ସମ୍ପର୍କିତ ବିଭିନ୍ନ ଚାଷ ପ୍ରଣାଳୀ ଓ ସେଗୁଡ଼ିକର ସରକାରୀ ସହାୟତା,ସବସିଡ଼ି ବିଷୟରେ ଚାଷି ମାନାଙ୍କୁ ସଚେତନ କରିଥିଲେ ଶତାଧିକ କୃଷକଙ୍କ ଉପସ୍ଥିତିରେ ଆୟୋଜିତ ଏହି କର୍ମଶାଳାଟି ନବୀନ କାର୍ଜିଙ୍କ ତତ୍ତ୍ବାବଧାନରେ, ଶୃଙ୍ଖଳିତ ଓ ସହଯୋଗମୂଳକ ପରିବେଶରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS