BREAKING
Loading...
:

ନରସିଂହପୁର: ମଣିଷ ସହ ଲଢ଼େଇରେ କଲରାପତରିଆ ବାଘର ମୃତ୍ୟୁ*

 



ନରସିଂହପୁର: ମଣିଷ ସହ ଲଢ଼େଇରେ କଲରାପତରିଆ ବାଘର ମୃତ୍ୟୁ*

ପଶ୍ଚିମ ବନାଞ୍ଚଳ ଅନନ୍ତପ୍ରସାଦ ଗାଁରେ କଲରାପତରିଆ ବାଘର ମୃତ୍ୟୁ,ପ୍ରଥମେ ଫାର୍ମ ହାଉସ୍‌କୁ ପଶି ଆସିଥିଲା କଲରାପତରିଆ ବାଘ!

ଉପସ୍ଥିତ ଯୁବକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା! କଲରାପତରିଆ

ଜୀବନ ବଞ୍ଚାଇବାକୁ ବାଘ ସହ ସଂଘର୍ଷ କରିଥିଲେ ଯୁବକ!

କିଛି ସମୟର ସଂଘର୍ଷ ପରେ ଛୁରାମାଡ଼ରେ ବାଘର ମୃତ୍ୟୁ!

ବାଘ ଆକ୍ରମଣରେ ଗୁରୁତର ଯୁବକ କଟକ ସ୍ଥାନାନ୍ତର*

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS