ଘିଅ ବିବାଦ:୨ଜଣଙ୍କୁ_ନୋଟିସ୍
ପୁରୀ ଶ୍ରୀମନ୍ଦିର ଭିତରକୁ ବାହାର ଘିଅ ପ୍ରବେଶ ଘଟଣା
ସୁଆର ମହାସୁଆର ନିଯୋଗକୁ ସୂଚିତ କଲା ଶ୍ରୀମନ୍ଦିର ପ୍ରଶାସନ-୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ରଖିବାକୁ ୨ ଜଣଙ୍କୁ ନୋଟିସ୍
ବୀରହରେକୃଷ୍ଣପୁରର ରବୀନ୍ଦ୍ର ବାରିକ ଓ ଶ୍ରୀଜମ୍ବେଶ୍ୱର ସୁଆରଙ୍କୁ ନୋଟିସ୍
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment