*୭ ଦିନ ପାଗ ଶୁଖିଲା ମନୋରମା -ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ*
*ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା*
*'ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୨୪ରେ ଅବପାତରେ ପରିଣତ ହେବ'*
*'୪୮ ଘଣ୍ଟାରେ ଦିଗରେ ପରିବର୍ତ୍ତନ ନ କରି ପଶ୍ଚିମ-ଉତ୍ତରପଶ୍ଚିମକୁ ଅଗ୍ରସର ହେବ'*
*'ଅଗ୍ରସର ହୋଇ ପଶ୍ଚିମ-ଦକ୍ଷିଣ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବ'*
*'କିନ୍ତୁ ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସମ୍ଭାବନା ରହିଛି'*
*-'ଚାଷୀମାନେ ସତର୍କ ରହିବା ସହ ଅମଳ ଧାନ କାଟି ନିଅନ୍ତୁ'...*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment