BREAKING
Loading...
:

ସର୍ବ ପୁରାତନ କୁଜଙ୍ଗ ଆଥିଲେଟିକ କ୍ଲବ ରେ ବ୍ୟାଡମିଣ୍ଟନ ଖେଳ ର ଶୁଭାରମ୍ଭ

 



ସର୍ବ ପୁରାତନ କୁଜଙ୍ଗ ଆଥିଲେଟିକ କ୍ଲବ ରେ  ବ୍ୟାଡମିଣ୍ଟନ ଖେଳ ର ଶୁଭାରମ୍ଭ ହୋଇଥିଲା।ସମସ୍ତ କର୍ମକର୍ତ୍ତା ଓ ସଦସ୍ୟବୃନ୍ଦ ଏବଂ କ୍ଲବ ର ଉପସଭାପତି ଉପସ୍ଥିତ ରେ ଖେଳର କ୍ରୀଡା ସଂଯୋଜକ ପ୍ରଦ୍ୟୁମ୍ନ ପଟ୍ଟନାୟକ ଙ୍କ ଦ୍ଵାରା ବ୍ୟାଡମିଣ୍ଟନ ଖେଳ ଉଦଘାଟନ ହୋଇଥିଲା ପ୍ରଥମେ ଖେଳ ପଡିଆରେ ନଡ଼ିଆ ବାଡେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ଏବଂ କ୍ଲବର ସମେସ୍ତ ମେମ୍ବର ଥିଲେ।ବିଶ୍ୱନାଥ ମଲ୍ଲିକ, ବୈଷ୍ଣବ ଚରଣ ଦାସ ,ନିଲୁ ପଟ୍ଟନାୟକ,ସୁଶାନ୍ତ କୁମାର ମହାନ୍ତି, ପ୍ରଶାନ୍ତ କୁମାର ନାଥ ବାପୀନା ତ୍ରିଫାଠୀ, ରଶ୍ମିରଞ୍ଜନ ମୁହାପତ୍ର, ସୁରେଶ ଲିଙ୍କା, ସନ୍ତୋଷ ମଲ୍ଲ, ସଞ୍ଜୟ କୁମାର ଦାସ ,ରାଜା ଅଲ୍ଲୀ, ଲକୀ ଦାସ ।ସମେସ୍ତ ଉପସ୍ଥିତ ଥିଲେ।।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS