ଦିଲ୍ଲୀରେ ପହଞ୍ଚିଲାଗ୍ୟାଙ୍ଗଷ୍ଟରବିଷ୍ଣୋଇ
ଦିଲ୍ଲୀରେ ପହଞ୍ଚିଲା ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇ
ଆମେରିକାରୁ ପ୍ରତ୍ୟର୍ପଣ ପରେ ଦିଲ୍ଲୀରେ ପହଞ୍ଚିଲା-ପହଞ୍ଚିବା ପରେ ଗିରଫ କରି ହେପାଜତକୁ ନେଲା NIA
NCP ନେତା ବାବା ସିଦ୍ଦିକ୍ ହତ୍ୟାକାଣ୍ଡରେ ୱାଣ୍ଟେଡ୍ ଥିଲା
ସଲମାନ ଖାନ୍ଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ଅଭିଯୁକ୍ତ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق