BREAKING
Loading...
:

ଠୋକର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାସନ୍ ପିଛା ଅର୍ଥ ଆଦାୟ କରୁଥିବା ଅଭିଯୋଗ




 *ଠୋକର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାସନ୍ ପିଛା ଅର୍ଥ ଆଦାୟ କରି ମଧ୍ୟ ଯାଉ ନାହିଁ ମୁଁହ ଟାଣ ଗ୍ରେଭ*, *ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଜିଲ୍ଲାରେ  ଯୋଗାଣ ବିଭାଗରେ ରାସନ୍ କାର୍ଡ କରେଇ ଦେବା ନାମରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କରୁ ଛନ୍ତି ଅର୍ଥ କଲେଶନ* *ଠକର ପଞ୍ଚାୟତରେ ନୂଆ ପାଇବାକୁ ଥିବା ରାସନ୍ କାର୍ଡ ପିଛା ୨ ରୁ ୫ ହଜାର ଟଙ୍କା ୫୦ ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଠୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଦାୟ କରୁ ଥିବା ଅଭିଯୋଗ*,

*ଠକର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାସନ୍ କାର୍ଡ ପିଛା ଟଙ୍କା ଆଦାୟ କରୁଥିବା ମାନିଲେ ହିନ୍ଦୋଳ ବିଡ଼ିଓ ତଦନ୍ତ ନିର୍ଦ୍ଦେଶ ଦେଇ ଥିବା ଜଣାଇଲେ ବିଡ଼ିଓ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS