*ସମ୍ପତ୍ତି_ତାଲିକା_ଦେଇ_ନଥିଲେ_ପଦୋନ୍ନତି_ବନ୍ଦ.*
*-୨୦୨୪ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦେଇ ନ ଥିଲେ ପଦୋନ୍ନତି ବନ୍ଦ.*
*-ଏନେଇ ସୂଚନା ଜାରି କଲା ସାଧାରଣ ପ୍ରଶାସନ ବିଭାଗ*
*-କୌଣସି ପରିସ୍ଥିତିରେ ଆଉ ଅଧିକ ସମୟ ଦିଆଯାଇ ପାରିବ ନାହିଁ.*
*-ସମୟ ଦିଆଯାଇ ସାରିଛି, HRM ପୋର୍ଟାଲ ଆଉ ଖୋଲିବ ନାହିଁ.*
*-୨୦୨୫ର ସମ୍ପତ୍ତି ତାଲିକା ୨୦୨୬ ଜାନୁଆରୀ ୧ରୁ ୩୧ ଭିତରେ ଦାଖଲ ନିର୍ଦ୍ଦେଶ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق