*ରାମଲାଲାଙ୍କ_ମନ୍ଦିରର_ନିର୍ମାଣ_ଶେଷ*
*-ରାମ ମନ୍ଦିର ପରିସରରେ ଥିବା ସମସ୍ତ ମନ୍ଦିର ନିର୍ମାଣ ଶେଷ*
*-ମୁଖ୍ୟ ମନ୍ଦିର ପରିସରରେ ୬ଟି ପାର୍ଶ୍ବଦେବାଦେବୀଙ୍କ ମନ୍ଦିର ନିର୍ମାଣ ଶେଷ*
*-ମନ୍ଦିରରେ ଧ୍ବଜା ଓ କଳସ ସ୍ଥାପନ ମଧ୍ୟ ସମାପ୍ତ ହୋଇଛି*
*-ସପ୍ତର୍ଷିଙ୍କ ପାଇଁ ୭ଟି ମଣ୍ଡପ ଓ ତୁଳସୀ ଦାସ ମନ୍ଦିର ନିର୍ମାଣ କରାଯାଇଛି*
*-୧୦ ଏକର ଅଞ୍ଚଳରେ ପଞ୍ଚବଟୀ ଉଦ୍ୟାନ ନିର୍ମାଣ କରାଯାଇଛି*
*-୩.୫ କିମି ଦୀର୍ଘ ପାଚେରୀ, ଗେଷ୍ଟ ହାଉସ, ଅଡିଟୋରିୟମ ନିର୍ମାଣାଧୀନ*
*-ଏକ୍ସରେ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ପକ୍ଷରୁ ସୂଚନା ଜାରି
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق