*ଓଡ଼ିଶାରେ ଆଉ କେହି ଲାଞ୍ଚ ନେବେ ନାହିଁ*
ଶପଥ କଲେ ଅଫିସର
ଓଡିଶା ହେବ ସୁନାର ଓଡିଶା,ଆଜିଠାରୁ ଓଡ଼ିଶାରେ ଲାଞ୍ଚ କାରବାର ସମ୍ପୂର୍ଣ୍ଣ ବନ୍ଦ ହେଲା !
ଆଉ କୌଣସି ଅଧିକାରୀ କୌଣସି ଲାଞ୍ଚ ମାଗିବେ ନାହିଁ କିମ୍ବା ଦେଲେ ନେବେନାହିଁ !
ଶପଥ କଲେ ଓଡ଼ିଶାରେ କେହି ଆଉ ଲାଞ୍ଚ ନେବେ ନାହିଁ,
ଓଡିଶା ହେବ ଦୁର୍ନୀତି ମୁକ୍ତ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق