BREAKING
Loading...
:

ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ନବୀନଙ୍କୁ କଟାକ୍ଷ କଲେ ସୁରେଶ ପୂଜାରୀ

 ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ନବୀନଙ୍କୁ କଟାକ୍ଷ କଲେ ସୁରେଶ ପୂଜାରୀ




ଭୁବନେଶ୍ୱର,-: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁବ୍‌ଶୀଘ୍ର ନୂଆପଡ଼ା ଯିବେ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ। ଦିତୀୟ ପର୍ଯ୍ୟାୟରେ ପ୍ରଚାର ମଧ୍ୟ କରିବେ। ଶେଷଭାଗରେ ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିବେ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।


ଅନ୍ୟପକ୍ଷରେ ନବୀନଙ୍କ ନୂଆପଡ଼ା ପ୍ରଚାରକୁ ନେଇ ରାଜସ୍ବ ମନ୍ତ୍ରୀ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ନବୀନ ବାବୁ ନବୀନ ନିବାସରୁ ବାହାରନ୍ତୁ, କାମ କରିବାକୁ ପ୍ରେରଣା ମିଳିବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS