BREAKING
Loading...
:

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଆଳୁ, ଡାଲିରେ ହେବ ଓଡ଼ିଶା ଆତ୍ମନିର୍ଭର

 ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଆଳୁ, ଡାଲିରେ ହେବ ଓଡ଼ିଶା ଆତ୍ମନିର୍ଭର



ଭୁବନେଶ୍ୱର,-: ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ  ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ରାଜ୍ୟରେ କୃଷି ବିଭାଗ ପକ୍ଷରୁ ରବି କ୍ୟାମ୍ପେନ ଆରମ୍ଭ ହୋଇଥିବା ସେ କହିଛନ୍ତି। ଡାଲି ଏବଂ ତୈଳବିଜ ଚାଷ ପାଇଁ ରବି କ୍ୟାମ୍ପେନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ଦ୍ୱାର ଆଳୁ ଏବଂ ଡାଲିରେ ଓଡ଼ିଶା ଆତ୍ମନିର୍ଭର ହୋଇପାରିବ।


ପଶ୍ଚିମବଙ୍ଗ ଆଉ ନାଲି ଆଖି ଦେଖାଇ ପାରିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ସିଂଦେଓ କହିଛନ୍ତି। ଆଳୁ ଚାଷ ପାଇଁ ଚାଷୀଙ୍କୁ ୩ ଲକ୍ଷ ମେଟ୍ରିକ ଟନ୍‌ ବିହନ ଯୋଗାଇ ଦିଆଯାଇଛି। ଏପରିକି ୧୩ ଶୀତଳ ଭଣ୍ଡାର କାମ ମଧ୍ୟ ଆରମ୍ଭ ହୋଇଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର , ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS