*ସମ୍ଭାବ୍ୟ ବାତ୍ୟା ର ଗତିପଥ ଏବଂ ତୀବ୍ରତା..*
- ଆନ୍ଧ୍ରପ୍ରଦେଶର କାକିନାଡ଼ା-ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା।
- ଓଡ଼ିଶାର ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ସର୍ବାଧିକ ପ୍ରଭାବ l
- 60-70 କିମି ସ୍ଥାୟୀ ପବନ,
- ଝଟକା ପବନ 75 କିମି ରହିପାରେ l
- ଏହା ସହିତ ପ୍ରବଳରୁ ଅତିପ୍ରବଳ ବର୍ଷା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق