*ସେବା ପକ୍ଷ, ସ୍ବଚ୍ଛ ଭାରତ ଅଭିଯାନ ଛତ୍ରପୁର ନିର୍ବାଚନ ମଣ୍ଡଳୀ*
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ 75ତମ ଜନ୍ମଦିନ ଅବସରରେ ତା-17/09/2025 ରିଖ ଠାରୁ ତା-02/10/2025ରିଖ ପର୍ଯ୍ୟନ୍ତ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମ ମାଆ ପାଇଁ ଗଛ ଟିଏ ଏବଂ ବିଭିନ୍ନ ଚିକିତ୍ସାଳୟରେ ଫଳ ବଣ୍ଟନ,ରକ୍ତ ଦାନ ଶିବିର ଚାଲିଥିବା ବେଳେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ହୁମ୍ମା ମଣ୍ଡଳର ଶ୍ରୀ ଶ୍ରୀ ଶ୍ରୀ ବଟେଶ୍ଵର ମହାଦେବ ମନ୍ଦିର ଓ ସମୁଦ୍ର କୁଳରେ ସଫେଇ କାର୍ଯ୍ୟକ୍ରମ, ଗଞ୍ଜାମ ଜିଲ୍ଲା SC ମୋର୍ଚ୍ଚା ସଭାପତି କିର୍ତ୍ତନ ଦାସ ଙ୍କ ନେତୃତ୍ବରେ ସେବା ପକ୍ଷରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା SC ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ଏବଂ ଓଡ଼ିଶା ପ୍ରଦେଶ ସ୍ବଚ୍ଛ ଭାରତ ପ୍ରମୁଖ ଶ୍ରୀ ମହେଶ ମହାନ୍ତି ଯୋଗ ଦେବାସ୍ଥଳେ ଚା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ହୋଇଥିଲା। ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ତଥା ପୂର୍ବତନ ଚେୟାରମେନ ସୁରଥ ପାହାନ, ପୂର୍ବତନ ଅଧ୍ୟକ୍ଷ ରଘୁନାଥ ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା B.J.P ଉପସଭାପତି ଶ୍ରୀମତୀ ରଶ୍ମିରାଣୀ ମହାପାତ୍ର, ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ଗୀତାଞ୍ଜଳି ବେହେରା, ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ପ୍ରଭାକର ନାହାକ, ପାଳିବନ୍ଧ ସରପଞ୍ଚ ପ୍ରତିନିଧି ବିଦ୍ୟାଧର ପ୍ରଧାନ,ହୁମ୍ମା ମଣ୍ଡଳ ସଭାପତି ଧ୍ରୁବ ଚରଣ ପଲାଇ, ଗଞ୍ଜାମ ବ୍ଲକ ବିଧାୟକ ପ୍ରତିନିଧି ମାନସ ରଞ୍ଜନ ନାହାକ, ଗଞ୍ଜାମ ବ୍ଲକ ସାଂସଦ ପ୍ରତିନିଧି ରଞ୍ଜନ ତରାଇ, କାଇଁଚପୁର ପଞ୍ଚାୟତର ଯୁବନେତା ସୁଶାନ୍ତ କୁମାର ବେହେରା, ସୁବଳୟା ପଞ୍ଚାୟତର ଯୁବନେତା ଉପେନ୍ଦ୍ର ପଲାଇ, ରାମଗଡ଼ ପଞ୍ଚାୟତର ଯୁବନେତା ଅଜୟ ପ୍ରଧାନ ଓ ଜିତେନ୍ଦ୍ର ଦଳାଇ ଓ ଅମୁଲ୍ୟ ଦଳାଇ, ସାନ ରାମଚନ୍ଦ୍ରପୁର ଯୁବନେତା ସୁଶାନ୍ତ କୁମାର ନାହାକ, ହେମନ୍ତ କୁମାର ନାହାକ, ମିହିର ନାହାକ, ଚିନ୍ତା ନାହାକ,ସୁରଥ ନାହାକ,ଶ୍ରୀକର ନାହାକ,ଓ ଅନ୍ୟ ମାନେ ସୁବଳୟା ପଞ୍ଚାୟତର କବିର ଦାସ, ରମେଶ ଦାସ, ଭିକାରୀ ଦାସ,ଟୁନା ଦାସ, ବାବୁଲା ଦାସ ଓ ଅନ୍ୟ ମାନେ, ସାନ ରାମଚନ୍ଦ୍ରପୁର ପଞ୍ଚାୟତର ଯୁବନେତା ତଥା ଅବସରପ୍ରାପ୍ତ ସୈନିକ ଅଫିସର ଅରୁଣ କୁମାର ନାୟକ,ହୁମ୍ମା ମଣ୍ଡଳ ଉପସଭାପତି ପ୍ରସନ କୁମାର ନାହାକ,ବରିଷ୍ଠ B.J.P ନେତା ବୈରାଗୀ ଚରଣ ତରାଇ ଓ ବସନ୍ତ କୁମାର ନାହାକ,ବରିଷ୍ଠ B.J.P ନେତା ଲକ୍ଷ୍ମୀ ରଣା, ଗଞ୍ଜାମ ଜିଲ୍ଲା SC ମୋର୍ଚ୍ଚା ସାଧାରଣ ସମ୍ପାଦକ ତ୍ରିନାଥ ନାୟକ ଓ ସାଧାରଣ ସମ୍ପାଦକ ଭୀମସେନ ବେହେରା, ଭିକାରୀପଲ୍ଲୀ ମଣ୍ଡଳ ସଭାପତି ପଦ୍ମଚରଣ ପରିଡ଼ା, ଆଇନଜୀବୀ ମୁରଲୀ ବାବୁ, କିର୍ତ୍ତନ ପରିଡ଼ା,ନାଗେସୁ ବାବୁ, ଯୁବନେତା ଅବିନାଶ ବିଶ୍ବାଳ, ଯୁବନେତା ବିଜେପି ଜିତୁ ବେଜ ଓ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଯୋଗଦେଇ ସମୁଦ୍ର କୁଳରେ ଥିବା ବଡ଼ ବଡ଼ କାଠ ବାହାର କରି ଟୁକୁଡା ଅଳିଆ ସଫା କରିଥିଲେ। ପ୍ରାୟ ପାଞ୍ଚସହ ରୁ ଅଧିକ ବିଜେପିର କର୍ମକର୍ତ୍ତା ଯୋଗଦେଇଥିଲେ। ଏବଂ ଗଞ୍ଜାମ ଜିଲ୍ଲା SC ମୋର୍ଚ୍ଚାର ଯୁବନେତା ବିକି ନାହାକ, ସୂର୍ଯ୍ୟ ଦାସ, ଦେବେନ୍ଦ୍ର ଦାସ, ବାବୁ ଦାସ,ଅମର ଦାସ,ଚିକୁ ନାୟକ,ସୁଭମ ଦାସ,ସନା ସେଠୀ, ରତ୍ନା ସେଠୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା



إرسال تعليق