BREAKING
Loading...
:

ପୋଖରୀରେ ବାଳିକା ପଡ଼ି ଓଡ୍ରାଫ୍ଟ ଙ୍କ ଦ୍ଵାରା ମୃତ ଦେହ ଉଦ୍ଧାର ଧାମନଗର

 ପୋଖରୀରେ ବାଳିକା ପଡ଼ି ଓଡ୍ରାଫ୍ଟ ଙ୍କ ଦ୍ଵାରା ମୃତ ଦେହ ଉଦ୍ଧାର  ଧାମନଗର



ଭଦ୍ରକ- .. -ଧାମନଗର ବାୟlଙ୍ଗଡିହ ପଞ୍ଚାୟତର ଆମ୍ବିଳିଗାଁ ନିବାସୀ ଶଙ୍କର୍ଷଣ ନାୟକଙ୍କ ନାତୁଣୀ ବାଡିପଟ ପୋଖରୀକୁ କୌଣସି କାରଣରୁ ଯାଇଥିଲାବେଳେ ଗୋଡ ଖସି ଯାଇଥିବାରୁ ପାଣିର ଗଭୀରତା ବେଶି ଥିବାରୁ ପାହ୍ନରା ଜାଣି ନଥିବାରୁ ପାଣିରେ ବୁଡି ଦଳ ତଳେ ରହି ଯାଇଥିଲା l ଯାହା ଫଳରେ ଘର ଲୋକେ ବାଡିପଟ କୁ ଖୋଜିବା ପାଇଁ ଯାଇଥିଲେ ଜୋତା ଦେଖି ସନ୍ଦେହରେ ସମସ୍ତଙ୍କୁ ଡାକ ପକାଇଥିଲେ ଜଳର ଗଭୀରତା ଥିବାରୁ ଓଡରlଫ୍ଟ ବlଲlଙ୍କ ସହାୟତାରେ ପୋଖରୀରୁ ମୃତ ଦେହ ଉଦ୍ଧାର କରାଯାଇଥିଲା l ଶବଟିକୁ ଭଦ୍ରକ ଡାକ୍ତର ଖାନା କୁ ବ୍ୟବଚ୍ଛେଦ ପାଇଁ ପଠା ଯାଇ ଅଚ୍ଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS