BREAKING
Loading...
:

ପ୍ରବଳ ବର୍ଷାକୁ ନଜର ରଖି ନୟାଗଡ ଜିଲ୍ଲାର ସମସ୍ତ ସ୍କୁଲ,କଲେଜ ଶନିବାର ଛୁଟି ଘୋଷଣା କଲେ ଜିଲ୍ଲାପାଳ

 ପ୍ରବଳ ବର୍ଷାକୁ ନଜର ରଖି ନୟାଗଡ ଜିଲ୍ଲାର ସମସ୍ତ ସ୍କୁଲ,କଲେଜ ଶନିବାର ଛୁଟି ଘୋଷଣା କଲେ ଜିଲ୍ଲାପାଳ 


ନୟାଗଡ (ମଣିଭଦ୍ରା ଖବର) ପ୍ରବଳ ଝଡ ତୋଫାନ, ବର୍ଷାକୁ ନଜର ରଖି ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଆସନ୍ତାକାଲି ଶନିବାର ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଥିବା ଜଣାପଡିଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଚିଠି ନ° ୭୩୦୭ ଅନୁଯାୟୀ ଏହି ଚିଠି ସମସ୍ତ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ପ୍ରେରଣ କରାଯାଇଛି । ସ୍କୁଲ ଛୁଟି ହେଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ହେଡକ୍ୱାଟର ନଛାଡିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । 

ମଣିଭଦ୍ରା ଖବର,ନୟାଗଡ

Post a Comment

أحدث أقدم
Header ADS