BREAKING
Loading...
:

ପଠାଣିସାମନ୍ତ ମହାବିଦ୍ୟାଳୟ ପରିସରସରେ ବଢୁଛି ଗଞ୍ଜେଇ ଗଛ

 ପଠାଣିସାମନ୍ତ ମହାବିଦ୍ୟାଳୟ 

ପରିସରସରେ ବଢୁଛି ଗଞ୍ଜେଇ ଗଛ


ଖଣ୍ଡପଡ଼ା ୩୦|୮ (ନି.ପ୍ର) ଖଣ୍ଡପଡ଼ା ପଠାଣିସାମନ୍ତ ମହାବିଦ୍ୟାଳୟର ଶୈକ୍ଷିକ ଭବନ ପଛପାଖରେ ଏକ ଗଞ୍ଜେଇ ଗଛ ଦିର୍ଘ ମାସ ଧରି ବଢୁଥିବା ନଜରକୁ ଆସିଛି। ତେବେ ଏହି ଗଞ୍ଜେଇ ଗଛ ସଂର୍ପକରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଅବଗତ ଅଛନ୍ତି କି ନାହିଁ ସେ ସଂର୍ପକରେ କିଛି ସୂଚନା ମିଳିନଥିଲେ ମଧ୍ଯ ଏଥିପ୍ରତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ଶିକ୍ଷାନୁଷ୍ଠାନ ପରିସରରୁ ଉକ୍ତ ଗଞ୍ଜେଇ ଗଛଟିକୁ ତୁରନ୍ତ ହଟାଇଦେବାକୁ ସାଧାରଣରେ ଦାବି ହେଉଛି। 

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS