BREAKING
Loading...
:

ଭୁବନେଶ୍ୱର ମହାନଗର ନିଗମ ହିଂସାକାଣ୍ଡରେ ସଂପୃକ୍ତ ଅଭିଯୋଗ ଆଧାରରେ ୫ଜଣଙ୍କୁ ନିଲମ୍ବନ କଲେ ରାଜ୍ୟ ସଭାପତି*

 *ଭୁବନେଶ୍ୱର ମହାନଗର ନିଗମ ହିଂସାକାଣ୍ଡରେ ସଂପୃକ୍ତ ଅଭିଯୋଗ ଆଧାରରେ ୫ଜଣଙ୍କୁ ନିଲମ୍ବନ କଲେ ରାଜ୍ୟ ସଭାପତି*



ଭୁବନେଶ୍ୱର,ତା.୦୧/୦୭: ଗତ କାଲି ଜୁନ ୩୦ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆଧାରରେ ନିମ୍ନଲିଖିତ ୫ଜଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ନିଲମ୍ବନ କରିଛନ୍ତି ।

୧. କର୍ପୋରେଟର ଅପରୂପ ନାରାୟଣ ରାଉତ

୨. ରଶ୍ମି ରଞ୍ଜନ ମହାପାତ୍ର

୩. ଦେବାଶିଷ ପ୍ରଧାନ

୪. ସଚିକାନ୍ତ ସ୍ୱାଇଁ

୫. ସଂଜୀବ ମିଶ୍ର

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS