ଗଞ୍ଜାମ (ପୂର୍ବ) ଜିଲ୍ଲା କଂଗ୍ରେସ ସଭାପତି ଚୟନ
*ଗଞ୍ଜାମ (ପୂର୍ବ) ଜିଲ୍ଲା କଂଗ୍ରେସ ସଭାପତି ହେଲେ ଶ୍ରୀ Debakanta Sarma, ଓଡ଼ିଶା ପ୍ରଦେଶ ଉପ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀ Ramesh Chandra Jena ଙ୍କ ପରିଚାଳନାରେ ଗୁରୁଦାୟିତ୍ଵ ସୂଚାରୁ ରୂପେ ତୁଲାଇବେ ବୋଲି ଆଶା ପ୍ରକଟ କରିଛନ୍ତି ।*
*ଗଞ୍ଜାମ ସବୁବେଳେ ଓଡିଶା ଇତିହାସ ବଦଳାଇଛି ଏଥର ବି ବଦଳାଇବ ବୋଲି ଆଶା.
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment