*ଆହୁରି_୨_ଦିନ_ଯାଏ_ତାତିରୁ_ନାହିଁ_ନିସ୍ତାର*
*୯ ଯାଏ ହେବ ପ୍ରବଳ ଖରା, ବଢ଼ିବ ତାପମାତ୍ରା*
*ଉତ୍ତର ଉପକୂଳ ଓଡ଼ିଶାରେ କଲବଲ କରିବ ଗୁଳୁଗୁଳି*
*ଆଗାମୀ ୩ ଦିନ ଯାଏ ବୃଦ୍ଧି ପାଇବ ୩ ଡିଗ୍ରୀ ତାପମାତ୍ରା*
*ପ୍ରବଳ ଖରା ଗରମ ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ*
*ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା*.
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment